ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବୀନ ପଟ୍ଟନାୟକ ନ ବୁଲି ଅନ୍ୟ କେହି ପ୍ରଚାର କଲେ କେମିତି ହେବ। ଏଭଳି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ। ସେ କହିଛନ୍ତି, କିଛି ସିଟ୍ ଟିକେଟ୍ ଅସନ୍ତୋଷ ପାଇଁ ଆମ ହାତରୁ ଚାଲି ଯାଇଛି। ଭି.କେ. ପାଣ୍ଡିଆନ୍ଙ୍କଚୁ ପରୋକ୍ଷରେ କଟାକ୍ଷ କରି ସେ କହିଛନ୍ତି, ଭି.କେ. ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ ଅଛି। ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ନିର୍ବାଚନ ଫଳ ଭଲ ହୋଇଥାନ୍ତା।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
୬ ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ….
ମେ’ ରେ ମାଟ୍ରିକ୍ ରେଜଲ୍ଟ…..