Report Card Odisha

| Daily Odia News

କୋଚିଂ କ୍ଲାସ୍‌ରେ ଟଳିପଡ଼ିଲେ ଛାତ୍ର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଚିଂ ସେଣ୍ଟରରେ ଜଣେ ଛାତ୍ରଙ୍କର ହୃଦଘାତ ହୋଇଛି । ମଧ୍ୟପ୍ରଦେଶ ଲୋକସେବା ଆୟୋଗ ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣେକ ହେଉଛନ୍ତି ରାଜା ଲୋଧି। ଇନ୍ଦୋରର ସାଗରର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି |

Breaking News