ରିପୋର୍ଟ କାର୍ଡ / ଧର୍ମଗଡ
ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତ ଦେହ | କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କିରକାକାନୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଦୁଇ ଜଣ ଏହି ଗାଁର ହୋଇଥିବା ବେଳେ ଗତକାଲି ଠାରୁ ଦୁଇ ଜଣ ଘରୁ ପଳାଇଯାଇଥିଲେ । ଗତକାଲି ରାତିରୁ ଦୁଇ ପରିବାର ଦୁଇ ଜଣଙ୍କୁ ଖୋଜାଖୋଜି କରିଥିଲେ ହେଲେ କୋଣସି ସନ୍ଧାନ ପାଇ ନ ଥିଲେ । ଆଜି ସକାଳୁ ଗାଁର କିଛି ଲୋକ ଝୁଲନ୍ତା ଅବସ୍ଥାରେ ଦୁଇ ଜଣକୁ ଦେଖି ଦୁଇ ପରିବାରକୁ ଖବର ଦେବା ସହିତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି |






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..