ରିପୋର୍ଟ କାର୍ଡ / ଯାଜପୁର
ଦ୍ୱିତୀୟ ସ୍ତ୍ରୀ କାଟିଲା ସ୍ୱାମୀର ଗୁପ୍ତାଙ୍ଗ । ଆଉ ଏବେ ପୋଲିସ ହାତରେ ଧରାପଡ଼ି ସ୍ତ୍ରୀ ଡେମୋ ଦେଖାଉଛି । ଗୋଟି ଗୋଟି କରି ସତ ଓଗାଳିଛି ପୋଲିସ ଆଗରେ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳ ପୁର କେନାଲ ପାର୍ଶ୍ୱରୁ | ମଙ୍ଗଳବାର ଜଣଙ୍କ ମୃତ ଶରୀର ସୁକିନ୍ଦା ପୋଲିସ୍ ଉଦ୍ଧାର କରିଥିଲେ | ତେବେ ପୋଲିସ ଉଦ୍ଧାର କରିଥିବା ମୃତ ବ୍ୟକ୍ତି ଜଣଙ୍କ ପୁବଳ ଗାଁର ରାଜୁ ଚାମ୍ଫିଆ ହୋଇଥିବା ବେଳେ ତାଙ୍କ ଗୁପ୍ତ ଅଙ୍ଗକୁ କାଟି ହତ୍ୟା କରାଯାଇଥିବା ଜଣାପଡିଛି | ପତ୍ନୀ ଫେରାର ହୋଇଯାଇଥିଲେ | ହତ୍ୟା ର କାରଣ ସୁକିନ୍ଦା ପୋଲିସ ଖୋଜୁଥିବା ବେଳେ ମୃତକ ରାଜୁ ର ଦ୍ୱିତୀୟ ସ୍ତ୍ରୀ ବାଲେମା ବଦରାଙ୍କୁ ଗିରଫ ତଦନ୍ତ ଚାଲିଛି |
More Stories
ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା…..
ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣ ପୋଡି…..
କଟକରେ ଭାଙ୍ଗିଲା ତୋରଣ…..