ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନସିଇଆରଟି ଉପରେ ସୁପ୍ରିମକୋର୍ଟ ଖପ୍ପା । ବିବାଦୀୟ ଚାପ୍ଟର ହଟାଇଥିଲେ ବି ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସଂସ୍ଥାର କ୍ଷମାକୁ ଗ୍ରହଣ କରାଯିବ ନାହିଁ ଏହି ଘଟଣା ପଛରେ ଷଡଯନ୍ତ୍ର ରହିଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ।ରିପୋର୍ଚ ଅନୁସାରେ, ବୁଧବାର ସୁପ୍ରିମକୋର୍ଟ ଏନସିଇଆରଟି ଉପରେ ବର୍ଷିଥିଲେ । କାରଣ ଅଷ୍ଟମ ଶ୍ରେଣୀର ଏକ ବହିରେ ନ୍ୟାୟପାଳିକାରେ ଦୁର୍ନୀତି ବାବଦୀୟ ଏକ ଅଧ୍ୟାୟ ଥିଲା । ଯାହା କୋର୍ଟଙ୍କ ସମ୍ମାନହାନୀ କରୁଥିବା ପ୍ରଧାନ ବିଚାରପତି କହିଥିଲେ । ଏହାପରେ ସଂସ୍ଥା ବିବାଦୀୟ ଚାପ୍ଟରକୁ ହଟାଇଦେଇଛି । ତଥାପି ଏପରି ତ୍ରୁଟି ପାଇଁ ଅସନ୍ତୁଷ୍ଟ ଅଛନ୍ତି କୋର୍ଟ ।






More Stories
ଅନିଲ ଅମ୍ୱାନୀଙ୍କ କୋଠା ବାଜ୍ୟାପ୍ତ କଲା ଇଡି….
ଖୁବ୍ଶୀଘ୍ର ଆସୁଛି ଇ-ବାଇକ୍ ଦିଦି ଯୋଜନା…..
ରାଗିଗଲେ ମୁଖ୍ୟ ବିଚାରପତି……