ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ପୂର୍ଣ୍ଣ ଭିର୍ଣ୍ଣ ଦେଖିବାକୁ ମିଳିଛି | ରାଜନୀତି ମୁହାଁ ହୋଇଛନ୍ତି ଯୁବପିଢୀ | ନିର୍ବାଚନକୁ ନେଇ ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି କି, ପଞ୍ଚାୟତ ନିର୍ବାଚନ ବରିଷ୍ଠ ନେତାମାନଙ୍କ ଭବିଷ୍ୟତ ପୀଢି ପାଇଁ ହୋଇଛି ଅଗ୍ନି ପରୀକ୍ଷା । ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କଲେ ୨୦୨୪ ନିର୍ବାଚନର ବାଟ ଖୋଲିବ । ବିଜେଡିର ଡ଼ଜନେରୁ ଅଧିକ ନେତା ଏହି ପଂଚାୟତ ନିର୍ବାଚନରେ ନିଜ ଆଗାମୀ ପୀଢ଼ିଙ୍କୁ ଆଗରେ ରଖି ଚଳାଇଛନ୍ତି ଗୋଟି ଚାଳନା । ନିଜର ଉଦାହରଣ ଦେଇ କହିଛନ୍ତି ସବୁଠୁ ଆଗରେ ରହିଛନ୍ତି ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ରାଜନୀତିରେ କାହାକୁ ବାଟ ଛଡା ଯାଏ ନାହିଁ ବାଟ ଛଡାଇ ନିଆଯାଏ । ଯଦି ମୋଠୁ ଅଧିକ ମୋ ପୁଅ ଭଲ ପ୍ରଦର୍ଶନ କରିବ । ତେବେ ତାକୁ ସୁଯୋଗ ମିଳିବ । ସେଥିପାଇଁ ସେ ତାର ଉଦ୍ୟମ ଓ ପ୍ରୟାସ ଜାରି ରଖିଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।






More Stories
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..