ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲା ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ଜାମିନ ମିଳିଛି | ଆଜି ଶରତ ନାୟକଙ୍କୁ ହାଇକୋର୍ଟ ଜାମିନ୍ ମଂଜୁର କରିଛନ୍ତି । ଏହି ମାମଲାକୁ ରଫାଦଫା କରିବା ନେଇ ଶରତ ନାୟକଙ୍କର ଏକ ଅଡିଓ ଭାଇରାଲ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।
More Stories
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..