Report Card Odisha

| Daily Odia News

ତହସିଲଦାର ସସପେଣ୍ଡ…..

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ସସପେଣ୍ଡ କଲେ ସରକାର । ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗରେ ସସପେଣ୍ଡ କରାଯାଇଛି । ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉତ୍ତରାଞ୍ଚଳ ଆରଡିସିଙ୍କଠାରେ ଅଭିଯୋଗ କରିଥିଲେ ଜଣେ ସ୍ଥାନୀୟ ବାସିନ୍ଦା ।

Breaking News