ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ସସପେଣ୍ଡ କଲେ ସରକାର । ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗରେ ସସପେଣ୍ଡ କରାଯାଇଛି । ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉତ୍ତରାଞ୍ଚଳ ଆରଡିସିଙ୍କଠାରେ ଅଭିଯୋଗ କରିଥିଲେ ଜଣେ ସ୍ଥାନୀୟ ବାସିନ୍ଦା ।
More Stories
ହୀରାକୁଦ ଖୋଲିଲା ଆଉ ୪ ଗେଟ୍…..
ରଥ ଦକ୍ଷିଣ ମୋଡ ପାଇଁ ଆଜ୍ଞାମାଳ ବିଜେ….
ପାଠ୍ୟପୁସ୍ତକ ତ୍ରୁଟି ଘଟଣା;ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪…..