Report Card Odisha

| Daily Odia News

କୃଷି ସଚିବ ସ୍କ୍ରବ୍‌‌ ଟାଇଫସ୍‌‌ରେ ଆକ୍ରାନ୍ତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ୍‌‌ ଟାଇଫସ୍‌‌ରେ ଆକ୍ରାନ୍ତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନୁମନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଆକ୍ରାନ୍ତ ପରେ ଅରବିନ୍ଦ ପାଢୀ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ମିଳିଛି।

 

Breaking News