ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତମାସ ୧୬ରୁ ଆରମ୍ଭ ହୋଇଥିବା ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନ ଶନିବାର ଶେଷ ହୋଇଛି। ଏହି ଅଧିବେଶନର ଦ୍ବିତୀୟ ଦିନରେ ସରକାରଙ୍କ ତରଫରୁ ତିନିଟି ବିଲ୍ ଯଥା ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍, ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍ ଆଗତ କରାଯାଇଥିଲା। ତେବେ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ କାଟ୍ ଖାଇବା ଫଳରେ ସରକାର ଅନ୍ୟ ଦୁଇଟି ବିଲ୍କୁ ପ୍ରତ୍ୟାହାର କରିନେଇଥିଲେ। ଶନିବାର ଲୋକସଭା ଓ ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବାମାତ୍ରେ ସକାଳ ୧୧ ଘଟିବାର ଉଭୟ ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା |





More Stories
ଭାରତ କୁ ଧମକ ଦେଲା ଇରାନ…..
ଟିଏମ୍ସି ବିଧାୟକଙ୍କ ଘରେ IT ରେଡ଼ …..
ମୁସଲିମ ଟୋପି ପିନ୍ଧିବାକୁ ମନାକଲେ ବିହାରର ମୁଖ୍ୟମନ୍ତ୍ରୀ…..