ଅପରାଧ ଆମ ସହର ସ୍ବାମୀଙ୍କ ତଣ୍ଟି ଚିପିଦେଲା ସ୍ତ୍ରୀ…… Report Card Bureau August 13, 2025 ରିପୋର୍ଟ କାର୍ଡ / ସୁନ୍ଦରଗଡ଼ସ୍ବାମୀର ତଣ୍ଟି ଚିପି ହତ୍ୟା କରିଛି ସ୍ତ୍ରୀ। ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ମିଶନ ରୋଡ୍ରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।Continue ReadingPrevious ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଧମକ…..Next କଣ୍ଟେନର୍-ଭ୍ୟାନ୍ ଧକ୍କା,୧୦ ମୃତ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ…… December 14, 2025 Report Card Bureau 1 min read ଆମ ସହର ରାଜ୍ୟ ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ….. December 13, 2025 Report Card Bureau ଅପରାଧ ଆମ ସହର ରାଜଧାନୀରେ ଲଜ୍ଜ୍ୟା….. December 12, 2025 Report Card Bureau
More Stories
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ରାଜଧାନୀରେ ଲଜ୍ଜ୍ୟା…..