ରିପୋର୍ଟ କାର୍ଡ / ଭୁବନେଶ୍ୱର
ସଂପ୍ରତି ବିଶ୍ବରେ ୫୩୭ ମିଲିୟନ ଲୋକେ ମଧୁମେହ ଏକ ଅଣସଙ୍କ୍ରାମକ୍ ରୋଗ ରେ ପିଡ଼ୀତ ।ଏଥିରୁ ମୁକ୍ତି ପାଇଁ ପ୍ରତିଦିନ ର୍ ଜୀଵନ ଶୈଳୀରେ ପରିବର୍ତ୍ତନ ନିତାନ୍ତ ଜରୁରୀ ବୋଲି ମାଉଣ୍ଟ ଆବୁ ଗ୍ଲୋବାଲ୍ ହସ୍ପିଟାଲ ର୍ ଡାକ୍ତର ଶ୍ରୀମନ୍ତ୍ ସାହୁ ଏକ ଆଭାସୀ ଆଲୋଚନାରେ ପ୍ରକାଶ କରିଛନ୍ତି ମଧୁ ମେହ, ମେଦବୃଧି ଓ ବ୍ୟାୟ।ମ ବିଷୟରେ ଥିଙ୍କର୍ସ୍ କ୍ଳବ ର୍ ୨୭ ତମ ଆଳୋଚନା ଅନୁଷ୍ଠିତ ହୋଇଜାଈଛି ।ଡାକ୍ତର ସାହୁ ମେଦବୃଧି କମାଇବା ପାଇଁ ଦୈନିକ ୧୨୦୦ କ୍ୟ।ଳୋରି ଖାଦ୍ୟ ଖାଈବା ଉପରେ ଗୁରୁତ୍ଵଦେଈଥିଳେ । ଦୈନିକ ଶାରୀରିକ ବ୍ୟାୟ।ମ ଅଭ୍ୟାସ ଜରୁରୀ ବୋଲି ସୁନ୍ଦର ଭାବେ ବୁ ଝାଈ ନିଜେ ପ୍ରଦର୍ଶନ କରିଥିଲେ ।ସମସ୍ତେ ଦୈନିକ କିପରି ଖାଦ୍ୟ ଗ୍ରହଣ କରିବା, କେଉଁ ସମୟରେ ନିୟମିତ ଖାଈଵା ,ଜଙ୍କ ଫୁଡ୍ ରୁ ଦୂରେଈ ରହିବା ସମ୍ପର୍କରେ ବୁଝାଈ କହିଥିଲେ ।ମିଆଁମାର ରୁ ବିନୋଦ ମହାନ୍ତି, କଟକ ରୁ ଉମ।ଶଙ୍କର ସ।ହୁ, ଭୁବନେଶର୍ ରୁ ପ୍ରଭାତ ନନ୍ଦ ପ୍ରଶ୍ନ ମାନ ପଚାରି ଥିଲେ ।ଥିଙ୍କର୍ସ୍ କ୍ଳବ ର୍ ସଭାପତି ବରଦା ଦାସ ବିଶ୍ଵ ପୁସ୍ତକ ଦିବସରେ ଏହି ଆଲୋଚନା ଲୋକମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଭିଡିଓ ଟିକୁ ଥିଙ୍କର୍ସ୍ କ୍ଳବ ୟୁଟିୟୁବ୍ କୁ ଜାଇ ଳୋକେ ଦେଖିଲେ ଉପକୃତ ହେବେ ବୋଲି କହିଥିଲେ । ଵିଭୂଦତ୍ତ ମହାନ୍ତି ଭାର୍ଚୁଅ।ଳ୍ ସଭା କୁ ପରିଚlଳନା କରିଥିଲେ ।ଆସନ୍ତା ୨୮ ତାରିଖ ମଧୁ ଜୟନ୍ତୀ ରେ ଥିଙ୍କର୍ସ୍ କ୍ଳବ ର୍ ବାର୍ଷିକ ଦିବସ ଓ ଓଡ଼ିଶା ର୍ ବିକାଶ ସମ୍ପର୍କରେ ପ୍ରବାସୀ ଓଡ଼ିଆ ସଂଗଠନ ସହଯୋଗ ରେ ଆଲୋଚନା ହେବ ।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……