ରିପୋର୍ଟ କାର୍ଡ / ଭୁବନେଶ୍ୱର
ଥୀଙ୍କର୍ସ କ୍ଳବ୍ ର ୧୦୪ ତମ ଆଭାଶି ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ବେଙ୍ଗାଲୁରୁ ରୁ ଡାକ୍ତର ଉମା ଏମ ଡାଇବେଟିସ ରୋଗ କୁ କିପରି ନିୟନ୍ତ୍ରଣ କରି ହେବ ସେ ସମ୍ପର୍କରେ ବିଶଦ ଭାବେ କହିଥିଲେ l ଆମେରିକାରୁ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର, ମାଲେସିଆ ରୁ ଡ ରଙ୍ଗାଧର ହୋରିଆ ନାୟକ, ଇଣ୍ଡୋନେସିଆ ରୁ ସରୋଜ ମହାନ୍ତି ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ପ୍ରଶ୍ନ ମlନ ପଚାରିଥିଲେ l ବିଶିଷ୍ଟ ବ୍ୟକ୍ତି ପ୍ରଫେସର ଉମାଶଙ୍କର ମିଶ୍ର, ଡ ନନ୍ଦ ନନ୍ଦନ ଦାସ, ପ୍ରଫେସର ପୂର୍ଣ୍ଣିମା ମିତ୍ର, ନନ୍ଦନ ଦାସ ,ଛତିଶଗଡ ରୁ ପ୍ରତାପ ରାଉତ,ମୁମ୍ବାଇ ରୁ ଭଗବାନ ପଣ୍ଡା,ବିହାର ରୁ ପ୍ରଫେସର ପଞ୍ଚାନନ ମହାନ୍ତି, ଇଁ ସୁଧାକର ପତ୍ରୀ ଆଦି ଅଂଶ ଗ୍ରହଣ କରିଥିଲେ l ଥିଙ୍କର୍ସ କ୍ଳବ୍ ସଭାପତି ବରଦା ଦାସ ସଭା ପରିଚାଳନା କରି ଧନ୍ୟବାଦ୍ ଦେଇଥିଲେ l






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….