ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୌତିକବାଦ୍ ସମାଜ ରେ ଆଧ୍ୟାତ୍ମିକତା ନରହିଲେ ନା ନା ସମସ୍ୟା ମୁଣ୍ଡ ଟେକିବ ।ବିଶ୍ଵ ଓଡ଼ିଆ ଭାଇ ଭଉଣୀ ମନଙ୍କ ପାଇଁ ଥିଙ୍କର୍ସ୍ କ୍ଳବ ର 21 ତମ ଆଭାସୀ ଆଲୋଚନାରେ ବକ୍ତା ଭାବେ ଯୋଗଦେଈ ପ୍ରଶାସକ କୃପାସିନ୍ଧୁ ମିଶ୍ର ବେଦାନ୍ତ ଦର୍ଶନରେ ସଫଳତାର ମନ୍ତ୍ର ବିଷୟ ରେ ଆଲୋଚନା କରି ପ୍ରକାଶ କରିଛନ୍ତି।ଥିଙ୍କର୍ସ୍ କ୍ଳବ ର ସଭାପତି ବରଦା ପ୍ରସନ୍ନ ଦାସ ଙ୍କ ସଭାପତିତ୍ବ ରେ ଆଭାସି ଆଲୋଚନା ଅନୁଷ୍ଠିତ ହୋଇଥିଲା। ଲଣ୍ଡନ୍ ରୁ ଡ୍ ଜୟଶ୍ରୀ ନନ୍ଦ ଆଲୋଚନା ଟି ଉଚ୍ଚକୋଟିର ହୋଇଥିବାରୁ ସେ ବକ୍ତା ଓ ଶ୍ରୋତା ମାନଙ୍କୁ ଏଥିରେ ଯୋଗଦାନ ପାଇଁ ଧନ୍ୟବାଦ ଦେଈଥିଳେ ।ଆଗ୍ରହୀ ଶ୍ରୋତା ଥିଙ୍କର୍ସ୍ କ୍ଳବ ୟୁତ୍ୟୁବ୍ କୁ ଯାଇ ଦେଖି ପାରିବେ। ଆସନ୍ତା 12 ତାରିଖ ଶନିବାର ସନ୍ଧ୍ୟା 7 ଟାରେ ଭଗବାନଙ୍କ ଅବତରଣ ଉପରେ ଆଲୋଚନା ହେବ ।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……