Report Card Odisha

| Daily Odia News

ଅଦୃଶ୍ୟ ଶକ୍ତି, ଭଗବାନ୍ ଙ୍କ ଅବତାର ଓ ଅସ୍ତିତ୍ବ -ଥିଙ୍କର୍ସ୍ କ୍ଳବ ର୍ ବାସ୍ତବବ।ଦି ଆଲୋଚନା…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ବିଶ୍ଵର ବିଭିନ୍ନ ଓଡ଼ିଆ ସଂଗଠନ ସହ ଯୋଡ଼ି ହୋଇ ଥିଙ୍କର୍ସ୍ କ୍ଳବ ର୍ ୩୨ ତମ ଆଭାସୀ ଆଲୋଚନାରେ ପୃଥିବୀ ସୁର୍ୟ୍ୟ ପିତା ମାତା ଙ୍କୁ ଭଗବାନ୍ ରୁପେ ମାନିବାକୁ ମତ ପ୍ରକାଶ ପାଇଛି ।ଜୀଵନ ଜିଜ୍ଞ୍।ସା ଉପରେ ଆଧାରିତ ସତ୍ୟର ସନ୍ଧାନ ଶୀର୍ଷକ ଆଲୋଚନା ର ପ୍ରଥମ ଭାଗ କୁ ସ।ରସ୍ବତ ସାଧକ ବରଦା ପ୍ରସନ୍ନ ଦାସ ସଞ୍ଜୋଜନା କରି ସତ୍ୟ ନିରୁପଣ ଏହାର ଉଦ୍ୟୋଶ୍ୟ ବୋଲି କହିଥିଲେ। ଅଦୃଶ୍ୟ ଶକ୍ତି, ଭଗବାନ୍ ଙ୍କ ଅବତାର ଓ ଅସ୍ତିତ୍ବ ସମ୍ପର୍କରେ ୩୭ ଜଣ ବିଶିସ୍ଠ ବ୍ୟକ୍ତି ଙ୍କ ଠାରୁ ପାଇଥିବା ଉତ୍ତର ଉପରେ ବାସ୍ତବ ବାଦ୍ ଦୃସ୍ଟିକୋଣରୁ ଆଲୋଚନା କରାଯାଇଥିଲା । ପ୍ରଫେସର୍ ଉମ।ସଙ୍କର୍ ମିଶ୍ର , ବ।ଳ୍ମିକୀ ନାୟକ,ଈଂ ଡ୍ ନନ୍ଦନନ୍ଦନ୍ ଦ।ସ,ବାହାରିନ୍ ରୁ ସୁବାସ ସାହୁ ,ଡ୍ ବ୍ରଜ ନାୟକ ଓ ନିମାଇ ସ୍ଵ।ଈଂ ଆଲୋଚନାରେ ଭାଗ ନେଈଥିଲେ ।ଆଗ୍ରହୀ ବ୍ୟକ୍ତି ଥିଙ୍କର୍ସ୍ କ୍ଳବ ୟୁ ଟୁବକୁ ଜାଇ ଶୁଣି ପାରିବେ।ଆଲୋଚନା ଟି ବିଶଦ ଭାବେ ସତ୍ୟର ସନ୍ଧାନ ପୁସ୍ତକରେ ସ୍ଥାନିତ ଓ ଫ୍ରେଣ୍ଡସ୍ ପବ୍ଲିଶର କଟକ ଦ୍ଵାରା ପ୍ରକାଶିତ ।

 

Breaking News