ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ସର୍ବାଧିକ ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୨୪୬କୁ ଛୁଇଁଛି । କରୋନାରୁ ମୁକ୍ତ ହୋଇଛନ୍ତି ୩୩୬୨୬୬ ଏବଂ ଆକ୍ଟିଭ କେସ ୧୦୦୮ ରହିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡା ଜିଲ୍ଲାର ସର୍ବାଧିକ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | କଟକ ୨୩, ଦେବଗଡ ୩, ଗଜପତି ୧, ଗଂଜାମ ୧, ଯାଜପୁର ୫, ଝାରସୁଗୁଡା ୭, କଳାହାଣ୍ଡି ୮, କେନ୍ଦ୍ରାପଡା ୮, କେନ୍ଦୁଝର ୨, ଖୁରଧ ୨୩, କୋରାପୁର ୨, ମୟୁରଭଞ୍ଜ ୮, ପୁରୀ ୪, ରାୟଗଡ ୨ କରୋନା ଆକ୍ରାନ୍ତ ନେଇ ଚିହ୍ନଟ ହୋଇଛନ୍ତି |
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..