ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ଶିଶୁ ବିକ୍ରି, ଆମ୍ବ ଟାକୁଆ ଖାଇ ଆଦିବାସୀ ମୃତ୍ୟୁ ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଆଦି ପ୍ରସଙ୍ଗ ଗୃହରେ ଉଠିବ। ଆଜି ବିଭିନ୍ନ ବିଭାଗ ର ପ୍ରଶ୍ନକାଳ ମଧ୍ୟ ରହିଛି। ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ବୁଧବାର ଦ୍ଵିତୀୟ ଦିନରେ ଗନ୍ଧମାର୍ଦନ ପାହାଡ ପାଦଦେଶ ଜମି ଘରୋଇ କମ୍ପାନୀକୁ ସରକାର ବିକ୍ରି କରିବାକୁ ନେଇ ବିଧାନସଭାରେ ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକ ମୁହାଁମୁହିଁ ହୋଇଥିଲେ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..