ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣାରେ ପ୍ରସାରିତ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ର ଆବାସିକ ସମ୍ପାଦକ ମୁକେଶ କୁମାରଙ୍କୁ ଗିରଫ କରାଯାଇଛି। ନୂହ୍ ସାମ୍ପ୍ରଦାୟିକ ହିଂସାକୁ ଉସୁକାଇଲା ଭଳି ମିଛ ଓ ବିଭ୍ରାନ୍ତିକର ଖବର ପ୍ରସାରଣ ଓ ସାମାଜିକ ଗଣମାଧ୍ୟମରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ପ୍ରସାର ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି | ଶନିବାର ମୁକେଶଙ୍କୁ ସେକ୍ଟର-୧୭ ଅଞ୍ଚଳରୁ ଗିରଫ ପରେ ଚ୍ୟାନେଲ ପକ୍ଷରୁ ତାଙ୍କୁ ଗୁଣ୍ଡାମାନେ ଅପହରଣ କରିନେଇଥିବା ପ୍ରସାରଣ କରାଯାଇଥିଲା। ପୋଲିସ ଏହାର ସ୍ପଷ୍ଟୀକରଣ ଦେଇ ଅପହରଣ ନୁହେଁ ଗିରଫ କରାଯାଇଥିବା କହିଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..