ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ନିର୍ମାଣାଧୀନ ଅଗୁୱାନି-ସୁଲତାନଗଞ୍ଜ ସେତୁ ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ସୁଟିଂ ହୋଇଥିବା ସେତୁ ଭୁଶୁଡି ପଡିବା ସମୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରକଟ ହେବାରେ ଲାଗିଛି । ଦ୍ବିତୀୟ ଥର ପାଇଁ ଏହି ସେତୁ ଭୁଶୁଡି ପଡିଥିବା କୁହାଯାଉଛି । ତେବେ ଏ ନେଇ ଅଧିକ ତଥ୍ୟ ଓ ସୂଚନାକୁ ପ୍ରତୀକ୍ଷା କରାଯାଇଛି ।






More Stories
୭୫ ଦେଶର ଲୋକଙ୍କୁ ଆମେରିକାରେ ନୋ ଏଣ୍ଟ୍ରି…..
ମମତାଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ…..
ଜୟପୁରରେ ୭୮ତମ ସ୍ଥଳସେନା ଦିବସ ପାଳନ…..