ରିପୋର୍ଟ କାର୍ଡ / ବାଲେଶ୍ଵର
ବାଲେଶ୍ଵର ସୋର ଉପକାରାଗାରରୁ ଚମ୍ପଟ ମାରିଥିଲେ ଜଣେ ବିଚାରାଧୀନ କଏଦୀ | ଦୀର୍ଘ ୬ଦିନପରେ ମୟୂରଭଞ୍ଜରୁ କଏଦୀ କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । କଏଦୀ ଜଣଙ୍କ ହେଲେ ଘନ ସିଂ। କଏଦୀ ସବୁ ଦିନ ଜେଲରଙ୍କ ଘରକୁ କାମ କରିବାକୁ ଯାଇଥାନ୍ତି। ଘନ ବି ସେମାନଙ୍କ ସହ କାମ କରିବାକୁ ଯାଇଥିଲେ । ହେଲେ ଗତ ୧ ତାରିଖରେ ଘନ ପୋଲିସ ଆଖିରେ ଧୂଳିଦେଇ ଫେରାର ହୋଇଯାଇଥିଲେ ।






More Stories
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..