ରିପୋର୍ଟ କାର୍ଡ / କଟକ
ଆଜି ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ସେ ହେଉଛନ୍ତି ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ | ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପଦ ଖାଲି ପଡ଼ିଥିଲା । ଗତକାଲି ଆଇପିଏସ୍ ସ୍ତରରେ ଅଦଳବଦଳ ବେଳେ ଭିଜିଲାନ୍ସର ନୂଆ ନିର୍ଦ୍ଦେଶକ ଭାବେ ଜେଠୱାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା ।






More Stories
ଜବାବ ରଖିଲେ ନବୀନ-ପାଣ୍ଡିଆନ୍…..
ଆଜି ପବିତ୍ର ବାହୁଡା ଯାତ୍ରା…..
ଟ୍ରେନରେ ଟିକେଟ ଯାଞ୍ଚରେ କ୍ୟାମେରା ନିରୀକ୍ଷଣ…..