ରିପୋର୍ଟ କାର୍ଡ / ବାଲେଶ୍ଵର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନିଷ୍ଠ କିରାଣୀ। ବାଲେଶ୍ୱର ଜିଲ୍ଲା ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଏକକାଳୀନ ୬ଟି ସ୍ଥାନରେ ଚଢାଉ ହେଉଥିବା ସୂଚନା ମିଳିଛି। ଭିଜିଲାନ୍ସର ୬ଜଣିଆ ଟିମ୍ ପ୍ରଦୀପଙ୍କ ବାସଭବନ ସମେତ ପୈତୃକ ଘର, ନୀଳଗିରିରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି। କନିଷ୍ଠ କିରାଣୀଙ୍କ ନାଁରେ ଦୀର୍ଘ ଦିନ ଅଭିଯୋଗ ହେବା ପରେ ଭିଜିଲାନ୍ସ ଆଜି ଚଢାଉ କରିଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……