ରିପୋର୍ଟ କାର୍ଡ / ଚଣ୍ଡୀଗଡ଼
ହରିୟାଣା ନିର୍ବାଚନରେ କଡା ଟକ୍କର ଦେଖିବାକୁ ମିଳିଛି । ୧୫ ପର୍ଯ୍ୟାୟ ଭୋଟ ଗଣତି ଶେଷରେ ବାଜି ମାରିଛନ୍ତି କୁସ୍ତିଯୋଦ୍ଧା କଂଗ୍ରେସ ପ୍ରାର୍ଥୀ ବିନେଶ୍ ଫୋଗଟ୍ | ଜୁଲାନା ଆସନରେ ୬୫, ୦୮୦ ଭୋଟରେ ବିଜୟୀ ହୋଇଛନ୍ତି । ପ୍ରତିଦ୍ୱନ୍ଦ୍ୱି ଯୋଗେଶ ବୈରାଗୀଙ୍କ ଠାରୁ ୬୦୧୫ ଭୋଟରେ ବିଜୟୀ ହେଲେ ବିନେଶ । ବିଜେପି ପ୍ରତିଦ୍ୱନ୍ଦ୍ୱି ଯୋଗେଶ ବୈରାଗୀ ୫୯, ୦୬୫ ଭୋଟ ପାଇ ପରାଜୟ ବରଣ କରିଛନ୍ତି। ହରିୟାଣାରେ ନିର୍ବାଚନ ପରିଣାମ ପାଖାପାଖି ସ୍ପଷ୍ଟ ହୋଇଛି । ବିନେଶ୍ ବିଜୟୀ ହେବ ପରେ ଭାବ ବିହ୍ୱୋଳ ହୋଇପଡିଛନ୍ତି | ଏଠାରେ ପ୍ରଥମେ କଂଗ୍ରେସ ଆଗକୁ ବଢୁଥିବାବେଳେ ପରେ ବିଜେପି ନିଜର ଗତି ବଢାଇଥିଲା । ଆଉ ତା ପରଠୁ ବଢିଚାଲିଛି ବିଜେପି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..