Report Card Odisha

| Daily Odia News

ପାନୀୟ ଜଳ କିଓସ୍କର ରକ୍ଷଣାବେକ୍ଷଣ କାର୍ଯ୍ୟରେ ଟ୍ରାନସପ୍ରଜଣ୍ଡରଙ୍କୁ ନିୟୁଜିତ କଲା ‘ୱାଟପ୍ରକା’…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ୱାଟର କର୍ପାରରସନ୍ ଅଫ୍ ଓଡ଼ିଶା (ୱାଟରକା) ଦ୍ଵାରା ବୁଧବାର ଭୁବନେଶ୍ୱର ମହାେଗର ନିଗମ ଅଞ୍ଚଳରର ଥିବା ଏହାର ୨୫ଟି ପାନୀୟ ଜଳ କିଓସ୍କର ରକ୍ଷଣାରବକ୍ଷଣ ଦାୟିତ୍ଵ ଟ୍ରାେସରଜଣ୍ଡର ସ୍ଵୟଂ ସହାୟିକା ରଗାଷ୍ଠୀକୁପ୍ରଦାେ କରାଯାଇଛି। ଆସନ୍ତା ମେ ପହିଲାରୁ ଏହାର ରକ୍ଷଣାରବକ୍ଷଣ କାଯପୟ ତଥା ଏହାର ରଦୈେନ୍ଦିେ ସ୍ଵଚ୍ଛତା ଏବଂ ପରିସ୍କାର ପରିଚ୍ଛନ୍ନତା କାର୍ଯ୍ୟ ପାଇଁ ‘ସ୍ୱୀକୃତି ଟ୍ରାେସରଜଣ୍ଡର ସ୍ଵୟଂ ସହାୟିକା ରଗାଷ୍ଠୀ’ର ସଦସୟାମାେଙ୍କୁେିରୟାଜିତ କରାଯିବ। ଏସମ୍ପକପରର ‘ୱାଟରକା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ସ୍ଵାଇଁ କହିଛନ୍ତି ଯେ, ଟ୍ରାେସରଜଣ୍ଡର କମୁୟେଟିଙ୍କିୁ ସମାଜର ମୁଖ୍ୟସୃତରେ ସାମିଲ କରିବା ପାଇଁ ‘ୱାଟରକା’ର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କଟକର ପ୍ରତା୍େଗରୀଠାରର ଅବସ୍ଥିତ ‘ୱାଟରକା’ର ଜଳ ବିଶୋଧନଗାର ପରିଚାଳନା ଏବଂ ରକ୍ଷଣାରବକ୍ଷଣ କାଯପୟ ସ୍ଥାେୀୟ ଟ୍ରାେସରଜଣ୍ଡର ସ୍ଵୟଂ ସହାୟିକା ରଗାଷ୍ଠୀଙ୍କୁଚଳିତ ମାସ ହସ୍ତାନ୍ତର କରାଯାଇଛି। ‘ୱାଟରକା’ ଭବିଷ୍ୟତରର ମଧ୍ୟ ଏହାର ଅେୟାେୟ ସହରୀ ସ୍ଥାେୀୟ ସଂସ୍ଥାେଗୁଡ଼କିରର ଏହି ଟ୍ରାେସରଜଣ୍ଡର ସ୍ଵୟଂ ସହାୟିକା ରଗାଷ୍ଠୀଙ୍କୁଜଡ଼ିତ କରବିାକୁର ଯାଜୋ କରଛି | ଭୁବନେଶ୍ୱରସ୍ଥିତ ‘ୱାଟରକା’ ମୁଖ୍ୟ କାଯପୟଳୟରର ଚୁକ୍ତିୋମା ସ୍ଵାକ୍ଷର ଅବସରରର ସବୀକୃତି ଟ୍ରାେସରଜଣ୍ଡର ସ୍ଵୟଂ ସହାୟିକା ରଗାଷ୍ଠୀର ସଭାନେତ୍ରୀ ମେଘନା ସାହୁ, ସଦସୟା ଆଈଶା ପ୍ରିୟଦର୍ଶନୀ, ‘ୱାଟରକା’ର ପରିଚାଳନା ନିର୍ଦ୍ଦେଶକ ଇଂ ଶରତ ମିଶ୍ର, ଭୁବନେଶ୍ୱର ଡିଭିଜନ୍-୧ର ମହାପ୍ରବନ୍ଧକ ଇଂ ବଷ୍ଣିୁଚରଣ ପାଢ଼ୀ ଓ ‘ୱାଟରକା’ର ଜନ ସମ୍ପର୍କ ଅଧିକାରୀ ଶ୍ୟାମଳ କିଶୋର ପ୍ରମୁଖ୍ ଉପସ୍ଥିତ ରହିଥିଲେ | ଜାତୀୟ ସହରୀ ଜୀବିକା ମିଶନ ଅଧୀନରେ ପଂଜିକୃତ ସବୀକୃତିଟ୍ରାେସରଜଣ୍ଡର ସ୍ଵୟଂ ସହାୟିକା ଗୋଷ୍ଠୀ ଭୁବନେଶ୍ୱର ମହାନଗର ନିଗମ ଦ୍ଵାରା ଏହାର ବିଭିନ୍ନ ଦାୟୁତ୍ବ ରେ ନିୟୋଜିତ ରହିଛି| ଓଡ଼ିଶା ସରକାରଙ୍କ ଗୃହେିମପାଣ ଓ ନଗର ଉନ୍ନୟେ ବିଭାଗ ଅଧୀେସ୍ଥ ସଂସ୍ଥା ‘ୱାଟରକା’ ଏରବ ରାଜୟର ୧୭ଟି ସହରୀ ସ୍ଥାନୀୟ ସଂସ୍ଥାନର ପାନୀୟ ଜଳ ରଯାଗାଣ ଏବଂ ବର୍ଜ୍ୟ ଜଳ ପରିଚାଳନା ସମବନ୍ଧିତ କ୍ଷତ୍ରରେ କାର୍ଯ୍ୟକରୁଛି |

 

Breaking News