ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଦାଖର କାର୍ଗିଲ ନିକଟରେ ମଙ୍ଗଳବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ, ଆଜି ଦ୍ବିପ୍ରହର ସମୟରେ ଲଦାଖର କାର୍ଗିଲ ନିକଟରେ ୪.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଲଦାଖର କାର୍ଗିଲଠାରୁ ୩୧୪ କିମି ଉତ୍ତର-ଉତ୍ତରପଶ୍ଚିମରେ ଥିଲା। ଭାରତୀୟ ସମୟାନୁସାରେ ଦିନ ୧ଟା ୦୮ରେ ଭୂପୃଷ୍ଠରୁ ୨୦ କିମି ଗଭୀରତାରେ ଭୂକମ୍ପ ହୋଇଥିଲା।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..