ରିପୋର୍ଟ କାର୍ଡ / ବାଲେଶ୍ଵର
ଗତକାଲି ବିଜେଡି ସୁକାନ୍ତ ନାୟକଙ୍କୁ ବାଲେଶ୍ଵର ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଅସନ୍ତୋଷ ହୋଇ ଦଳ ଛାଡ଼ିଥିଲେ ସନ୍ତୋଷ ଖଟୁଆ। ନୀଳଗିରି ବିଧାନସଭା ପାଇଁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଆଜି ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଘୋଷଣା କରାଯାଇଛି ।
More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..