ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ମୋଟ ୨୦ ଲକ୍ଷରୁ ଅଧିକ ଗାଡି ବର୍ତ୍ତମାନ ସ୍କ୍ରାପ ହେବା । ୧୫ ବର୍ଷରୁ ଅଧିକ ଏବଂ ଫିଟନେସ ନଥିବା ଗାଡିଗୁଡିକ ବ୍ୟବହାର ହେବ ନାହିଁ | ରାଜ୍ୟର ମୋଟ ୨୦ ଲକ୍ଷ ୨୯ ହଜାର ୫୦୦ ଗାଡିକୁ ଏହି ତାଲିକାର ଅନ୍ତର୍ଭୁୁକ୍ତ କରାଯାଇଛି । ସେହିପରି ରାଜ୍ୟରେ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ ଦୁଇ ଚକିଆଜାନ ସ୍କ୍ରାପ ହେବ | ଏ ସମସ୍ତ ଗାଡିକୁ ସ୍କ୍ରାପିଙ୍ଗ କରାଯିବ ବୋଲି ଜଣାପଡିଛି । ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଏମିତି ଉତ୍ତର ରଖିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଏହି ସମସ୍ତ ଗାଡି ଚଳାଚଳ ଉପରେ ରୋକ ଲଗାଇ ଦିଆଯିବବୋଲି ସୂଚନା ମିଳିଛି |






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..