ରିପୋର୍ଟ କାର୍ଡ / କୋରାପୁଟ
କୋଲାବ ଜଳଭଣ୍ଡାରର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଛି। ଉମ୍ବେଲଗ୍ରାମରୁ ଯାତ୍ରା ଦେଖି ନିଜ ଘରକୁ ସେମିଲିଗୁଡା ବ୍ଲକ ମୁଖିବିଡ଼ଇ ଗ୍ରାମକୁ ଫେରୁଥିବା ବେଳେ ଡ଼ଙ୍ଗାବୁଡି ଯାଇଥିଲା। ଡଙ୍ଗାରେ ମୋଟ ୮ ଜଣ ଥିବା ବେଳେ ୪ ଜଣ ଆରପାରିକୁ ପହଁରୀ ଜୀବନ ବଞ୍ଚାଇଥିଲେ। ତେବେ ଅନ୍ୟ ୪ ଜଣ ଏବେ ବି ନିଖୋଜ ହୋଇଯାଇଥିଲେ। ଏବେ ସେମାନଙ୍କର ମୃତ୍ୟ ଖବର ଆସିଛି। ମୃତ ୪ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ମିଳିଛି।






More Stories
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..