ରିପୋର୍ଟ କାର୍ଡ / ବାଲେଶ୍ୱର
ବଜ୍ରପାତରେ ୫୦ମାଙ୍କଡ଼ଙ୍କର ମୃତ ହୋଇଛି | ଏହି ଏକ ଘଟଣା ଆସିଛି ବାଲେଶ୍ୱର ଜିଲ୍ଲାର ଗୋଡସାହି ବ୍ଲକର ବାଲିଆପାଳ ଗ୍ରାମରୁ । ବଜ୍ରଅପାତରେ ପ୍ରାୟ ୫୦ଟି ମାଙ୍କଡର଼ ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ, ବାଲିଆପାଳ ଗ୍ରାମର ପ୍ରତ୍ତାପ ମାଝୀଙ୍କ ଘର ପଛପଟେ ୧୫୦ ବର୍ଷ ପୁରୁଣା ଏକ ତେନ୍ତୁଳି ଗଛ ରହିଛି । ଗତକାଲି ରାତିରେ ଅତ୍ୟଧିକ ବଜ୍ରଘାତ ହପଇଥିବାରୁ ପ୍ରାୟ ୫୦ଟି ମାଙ୍କଡ଼ଙ୍କ ମୃତ୍ୟୁ ହୋଇଥିଲା । ଘଡଘଡି ଓ ବଜ୍ରପାତ ବନ୍ଦ ହେବା ପରେ ଗ୍ରାମବାସୀ ପ୍ରାୟ ୫୦ଟି ମାଙ୍କଡ଼ର ମୃତ ଦେହ ଗଛ ତଳେ ପଡି଼ଥିବାର ଦେଖିଥିଲେ ।






More Stories
କମିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଗାଡ଼ି ସଂଖ୍ୟା…..
ଶେଷ ହେଉଛି ପେଟ୍ରୋଲ!….
ଓଡିଶା ଆସିବେ ନୀତିନ ନବୀନ…..