Report Card Odisha

| Daily Odia News

କଣ୍ଟିଲୋ ନୀଳମାଧବ ପୀଠରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ୫ଟି ସଚିବ……

ରିପୋର୍ଟ କାର୍ଡ / ନୟାଗଡ଼

ଆଜି ଖଣ୍ଡପଡା କଣ୍ଟିଲୋ ନୀଳମାଧଵଙ୍କ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ମନ୍ଦିର ବୁଲି ଦେଖିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରଛନ୍ତି । ସୂଚନା ଅନୁସାରେ- କଡା ସୁରକ୍ଷା ମଧ୍ୟରେ କଣ୍ଟିଲୋ ନୀଳମାଧବ ପୀଠରେ ପହଞ୍ଚି 5T ସଚିବ ଭିକେ ପାଣ୍ଡିଆନ । ଏହାପରେ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏତତ ବ୍ୟତୀତ କଣ୍ଟିଲୋ ନୀଳମାଧଵ ପୀଠର କିଭଳି ଉନ୍ନତି କରଣ ହୋଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ତାଙ୍କ ସହିତ ଜିଲ୍ଲାପାଳ ପୁମା ଟୁଡୁ ଏବଂ ଖଣ୍ଡପଡା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

 

Breaking News