Report Card Odisha

| Daily Odia News

ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୭ କର୍ମଚାରୀ ସସପେଣ୍ଡ….

ରିପୋର୍ଟ କାର୍ଡ / ବାଲେଶ୍ୱର

ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୭ଜଣ ରେଳ କର୍ମଚାରୀଙ୍କୁ ସସପେଣ୍ଡ କରାଯିଇଛି । ୩ଜଣ ଗିରଫ ହେବା ସହ ୭ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏହି ମାମଲାର କାର୍ଯ୍ୟାନୁଷ୍ଠାନକୁ ନେଇ ଜିଏମ୍ ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବାହାନଗା ରେଳ ଦୁର୍ଘଟଣାକୁ ନେଇ ସିବିଆଇ ଓ ସିଆଇଏସ୍ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏନେଇ ରେଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

Breaking News