ରିପୋର୍ଟ କାର୍ଡ / ବାଲେଶ୍ୱର
ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୭ଜଣ ରେଳ କର୍ମଚାରୀଙ୍କୁ ସସପେଣ୍ଡ କରାଯିଇଛି । ୩ଜଣ ଗିରଫ ହେବା ସହ ୭ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏହି ମାମଲାର କାର୍ଯ୍ୟାନୁଷ୍ଠାନକୁ ନେଇ ଜିଏମ୍ ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବାହାନଗା ରେଳ ଦୁର୍ଘଟଣାକୁ ନେଇ ସିବିଆଇ ଓ ସିଆଇଏସ୍ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏନେଇ ରେଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..