Report Card Odisha

| Daily Odia News

ଆଇପିଏସ ସ୍ତରରେ ଅଦଳବଦଳ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

IPS ବି ରାଧିକାଙ୍କୁ ମିଳିଛି ନୂଆ ଦାୟିତ୍ୱ | ବି. ରାଧିକା ପୋଲିସ ରିକ୍ରୁମେଣ୍ଟ ବୋର୍ଡର ଅଧ୍ୟକ୍ଷା ହୋଇଛନ୍ତି | SFSL ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ବି. ରାଧିକା ରହିବେ | ଆଶିଷ ସିଂ ଙ୍କୁ OPHWC ର CEO ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି | ଏସ. ସାଇନି ଙ୍କୁ CAW & CW ର ଆଇଜି ଭାବରେ ଅତିରିକ୍ତ ଦାୟିତ୍ୱ ମିଳିଛି |

Breaking News