ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ୪ ଜଣ ଆଇପିଏସ ଅଧିକାରୀଙ୍କ ବଦଳି କରିଛନ୍ତି। ତାଳଚେର ଏନସିଆରର ଆଇଜିପି ଏବଂ ଅନୁଗୁଳ ପିଟିସିର ଅଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱରେ ଥିବା ଆଇପିଏସ୍ ଅଧିକାରୀ ଡ. ଦୀପକ କୁମାରଙ୍କୁ ବାଲେଶ୍ୱର ପୂର୍ବ ରେଞ୍ଜ ଆଇଜିପି ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ବାଲେଶ୍ୱରର ପୂର୍ବାଞ୍ଚଳ ରେଞ୍ଜ ଆଇଜିପି ଭାବେ କାର୍ଯ୍ୟରତ ସତ୍ୟବ୍ରତ ଭୋଇଙ୍କୁ ତାଳଚେର ଏନସିଆରର ଆଇଜିପି ଭାବେ ବଦଳି କରାଯାଇ ଅନୁଗୁଳ ପିଟିସିର ପ୍ରିନ୍ସିପାଲ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..