Skip to contentଚୌଦ୍ୱାର:କଟକ ଚୌଦ୍ୱାର ଚାରିବାଟିଆ ସ୍ଥିତ ଏଆରସିରେ ପୁଣି ଅଗ୍ନିକାଣ୍ଡ । ନିଆଁ ଲିଭା କାମରେ ୬ଟି ଦମକଳ ବାହୀନି ନିୟୋଜିତ ଅଛନ୍ତି । ସୂଚନା ଅନୁଯାୟୀ କ୍ୱାର୍ଟର ଓ ଘାସ ଗୋଦାମ ନିକଟରେ ନିଆଁ ଲାଗିଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ନିଆଁ ଲାଗିବା ଯୋଗୁଁ କଣ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଏଆରସି ଚାରିପଟେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

1 min read

1 min read
More Stories
ଆଜି ପବିତ୍ର ଦୋଳପୂର୍ଣ୍ଣିମା…..
ଗ୍ରୀଷ୍ମ ପ୍ରବାହ ପାଇଁ ଏସଓପି ଜାରି……
ଘୋଷଣା ହେଲା ମାଟ୍ରିକ୍ ରେଜଲ୍ଟ ତାରିଖ…..