Report Card Odisha

| Daily Odia News

ବାପାଙ୍କ ପାଇଁ ସିବିଆଇ ତଦନ୍ତ ଦାବିକଲେ ଦୀପାଳି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଏ ସଂକ୍ରାନ୍ତରେ ପରିବାରରେ ଆଲୋଚନା ଚାଲିଛି ଏବଂ ବାପାଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ଲେଖିକି ଜଣାଇବୁ। ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ଆମ ତରଫରୁ ସବୁ ପ୍ରକାର ସହଯୋଗ କରିବୁ। ସିବିଆଇ ତଦନ୍ତରୁ ପ୍ରକୃତ ସତ ସାମ୍ନାକୁ ଆସିବ। ତେଣୁ ବାପା ନବ ଦାସଙ୍କ ତଦନ୍ତ ନିରପେକ୍ଷ ହେବା ଦରକାର ବୋଲି ଦୀପାଳି କରିଛନ୍ତି।

Breaking News