କାର୍ଡ / କଟକ
ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମ୍ରେ ଭାରତ-ଇଂଲଣ୍ଡ ୨ୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଅନ୍ଲାଇନ ଟିକଟ ବୁକିଂ ରବିବାର ଅପରାହ୍ଣ ୪ଟାରୁ ଆରମ୍ଭ ହେବ। ଆୟୋଜକ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସୂତ୍ରରୁ ପ୍ରକାଶ ଯେ ମୋଟ ୪୦୦୦ ଟିକଟ ଅନ୍ଲାଇନରେ ବିକ୍ରି କରାଯିବ। ଏଥିରେ ଅଛି ଗ୍ୟାଲେରୀ ନଂ୨ ଓ ୪ (୯୦୦ ଟଙ୍କା), ଗ୍ୟାଲେରୀ ୭ (୭୦୦ ଟଙ୍କା), ସ୍ପେଶିଆଲ ଏନ୍କ୍ଲୋଜର (୬୦୦୦ ଟଙ୍କା), ଏସି ଗ୍ୟାଲେରୀ ବକ୍ସ (୮୦୦୦ ଟଙ୍କା) ଓ ନ୍ୟୁ ପାଭିଲିଅନ୍ (୧୦୦୦୦ ଟଙ୍କା)।
More Stories
ସୋନିଆଙ୍କ ବିରୋଧରେ ମାମଲା ଦାଏର…..
ସୋସିଆଲ୍ ମିଡିଆ ଅପପ୍ରଚାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଅତିଥି ବେଶରେ ଆସି ଲୁଟିନେଲେ…..