କାର୍ଡ / କଟକ
ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମ୍ରେ ଭାରତ-ଇଂଲଣ୍ଡ ୨ୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଅନ୍ଲାଇନ ଟିକଟ ବୁକିଂ ରବିବାର ଅପରାହ୍ଣ ୪ଟାରୁ ଆରମ୍ଭ ହେବ। ଆୟୋଜକ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସୂତ୍ରରୁ ପ୍ରକାଶ ଯେ ମୋଟ ୪୦୦୦ ଟିକଟ ଅନ୍ଲାଇନରେ ବିକ୍ରି କରାଯିବ। ଏଥିରେ ଅଛି ଗ୍ୟାଲେରୀ ନଂ୨ ଓ ୪ (୯୦୦ ଟଙ୍କା), ଗ୍ୟାଲେରୀ ୭ (୭୦୦ ଟଙ୍କା), ସ୍ପେଶିଆଲ ଏନ୍କ୍ଲୋଜର (୬୦୦୦ ଟଙ୍କା), ଏସି ଗ୍ୟାଲେରୀ ବକ୍ସ (୮୦୦୦ ଟଙ୍କା) ଓ ନ୍ୟୁ ପାଭିଲିଅନ୍ (୧୦୦୦୦ ଟଙ୍କା)।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..