ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିଶା କାରବାର ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ବୁଧବାର ପୋଲିସର ଜୋରଦାର୍ ଚଢାଉ କରାଯାଉଛି। ପଟିଆ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ନିକଟରେ ପୋଲିସ ପକ୍ଷରୁ ଏହି ଚଢାଉ କରାଯାଉଛି। ଶିକ୍ଷାନୁଷ୍ଠାନ ନିକଟରେ ଥିବା ସମସ୍ତ ଛୋଟଛୋଟ ଦୋକାନରେ ଚଢାଉ କରାଯାଉଛି । କମିଶନରେଟ୍ ପୋଲିସର ସ୍ୱତନ୍ତ୍ର କ୍ରାଇମ୍ ଟିମ୍ ଚଢାଉ କରିଛି। କିଛି ପାନ ଦୋକାନରୁ ଗଞ୍ଜେଇ, ସିଗାରେଟ୍ ସହ ଅନ୍ୟାନ୍ୟ ନିଶା ଜିନିଷ ଜବତ ହୋଇଛି।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……