ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିଶା କାରବାର ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ବୁଧବାର ପୋଲିସର ଜୋରଦାର୍ ଚଢାଉ କରାଯାଉଛି। ପଟିଆ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ନିକଟରେ ପୋଲିସ ପକ୍ଷରୁ ଏହି ଚଢାଉ କରାଯାଉଛି। ଶିକ୍ଷାନୁଷ୍ଠାନ ନିକଟରେ ଥିବା ସମସ୍ତ ଛୋଟଛୋଟ ଦୋକାନରେ ଚଢାଉ କରାଯାଉଛି । କମିଶନରେଟ୍ ପୋଲିସର ସ୍ୱତନ୍ତ୍ର କ୍ରାଇମ୍ ଟିମ୍ ଚଢାଉ କରିଛି। କିଛି ପାନ ଦୋକାନରୁ ଗଞ୍ଜେଇ, ସିଗାରେଟ୍ ସହ ଅନ୍ୟାନ୍ୟ ନିଶା ଜିନିଷ ଜବତ ହୋଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….