ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଭାରତରେ ୮ ହଜାର ‘ଏକ୍ସ’ ଆକାଉଣ୍ଟ୍ ବ୍ଲକ କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଆକାଉଣ୍ଟ ବ୍ଲକ ପାଇଁ ‘ଏକ୍ସ’କୁ ଲେଖାଯାଇଛି। ନିର୍ଦେଶ ନ ମାନିଲେ ବିପୁଳ ଜରିମାନା ଦେବାକୁ ପଡ଼ିବ। ସ୍ଥାନୀୟ କର୍ମଚାରୀ ଦଣ୍ଡ ବି ଭୋଗିପାରନ୍ତି। ସାମ୍ପ୍ରତିକ ସ୍ଥିତିକୁ ନେଇ ଭାରତ ସରକାର ପଦକ୍ଷେପ ନେଇଛନ୍ତି।
More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..