ବଡ଼ ଖବର ରାଜ୍ୟ ନଭେମ୍ବର ୧୧ ରେ ନୂଆପଡ଼ା ଉପନିର୍ବାଚନ….. Report Card Bureau October 6, 2025 ରିପୋର୍ଟ କାର୍ଡ / ନୂଆଦିଲ୍ଲୀ ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ୧୮ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ସୋମବାର ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।Post navigationPrevious ହୋଟେଲ୍ରେ ସାଙ୍ଗଙ୍କୁ ପ୍ରେମିକଙ୍କ ସହ ଦେଖିଦେଲେ ପ୍ରେମିକା…..Next ଏସବୁ ଜିଲ୍ଲାରେ ନୂଆ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା….. July 6, 2026 Report Card Bureau ରାଜ୍ୟ ବଢ଼ୁଛି ନଦୀମାଙ୍କର ଜଳସ୍ତର….. July 6, 2026 Report Card Bureau ରାଜ୍ୟ ଆଜି ସ୍କୁଲ ଛୁଟି….. July 6, 2026 Report Card Bureau
More Stories
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..
ଆଜି ସ୍କୁଲ ଛୁଟି…..