ରାଜ୍ୟ ଇଡିରେ ହାଜର ଅର୍ଚ୍ଚନାଙ୍କ ସ୍ବାମୀ….. Report Card Bureau October 10, 2025 ରିପୋର୍ଟ କାର୍ଡ / ଭୁବନେଶ୍ଵର ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଇଡିରେ ହାଜର ହୋଇଛନ୍ତି। ଆଜି ହାଜର ହେବା ପାଇଁ ଇଡି ସମନ କରିଥିଲା। ବିଭିନ୍ନ ପ୍ରକାର କାଗଜପତ୍ର ଦାଖଲ ପାଇଁ ସମନ ହୋଇଛି। ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରକୁ ସିଲ୍ କରିଥିଲା ।Continue ReadingPrevious ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଲେ ଯୁବକ…..Next ତହସିଲଦାର ଗିରଫ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ବିଜେଡିରୁ ନିଲମ୍ବନ ହେଲେ ଶଶୀ….. February 1, 2026 Report Card Bureau ରାଜ୍ୟ ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ….. February 1, 2026 Report Card Bureau 1 min read ରାଜ୍ୟ ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ….. January 31, 2026 Report Card Bureau
More Stories
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..