ରାଜ୍ୟ ଇଡିରେ ହାଜର ଅର୍ଚ୍ଚନାଙ୍କ ସ୍ବାମୀ….. Report Card Bureau October 10, 2025 ରିପୋର୍ଟ କାର୍ଡ / ଭୁବନେଶ୍ଵର ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଇଡିରେ ହାଜର ହୋଇଛନ୍ତି। ଆଜି ହାଜର ହେବା ପାଇଁ ଇଡି ସମନ କରିଥିଲା। ବିଭିନ୍ନ ପ୍ରକାର କାଗଜପତ୍ର ଦାଖଲ ପାଇଁ ସମନ ହୋଇଛି। ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରକୁ ସିଲ୍ କରିଥିଲା ।Post navigationPrevious ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଲେ ଯୁବକ…..Next ତହସିଲଦାର ଗିରଫ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍…. October 3, 2026 Report Card Bureau 1 min read ରାଜ୍ୟ ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ….. October 3, 2026 Report Card Bureau ରାଜ୍ୟ ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ….. October 2, 2026 Report Card Bureau
More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..