Uncategorized ଶପଥ ନେଲେ ଜୟ ଢୋଲକିଆ….. Report Card Bureau November 20, 2025 ରିପୋର୍ଟ କାର୍ଡ / ଭୁବନେଶ୍ୱରନୂଆପଡା ଉପନିର୍ବାଚନରେ ବିଜେପି ପାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ଆଜି ବିଧାନସଭାରେ ସେ ଶପଥ ନେଇଛନ୍ତି। ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢୀ। ବାପାଙ୍କ ଜନ୍ମଦିନରେ ଶପଥ ନେଇଛନ୍ତି ଜୟ ଢୋଲକିଆ।Continue ReadingPrevious ବିଧାୟକଙ୍କ ପରଲୋକ…..Next ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories Uncategorized ୨୬୪ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ….. November 20, 2025 Report Card Bureau Uncategorized ଜିଲ୍ଲାପାଳ-ଏସପି ସମ୍ମିଳନୀ…… November 18, 2025 Report Card Bureau Uncategorized ତେଜସ୍ବୀଙ୍କୁ ମିଳିଲା ବଡ ଦାୟିତ୍ୱ…… November 17, 2025 Report Card Bureau
More Stories
୨୬୪ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ…..
ଜିଲ୍ଲାପାଳ-ଏସପି ସମ୍ମିଳନୀ……
ତେଜସ୍ବୀଙ୍କୁ ମିଳିଲା ବଡ ଦାୟିତ୍ୱ……