Uncategorized ଶପଥ ନେଲେ ଜୟ ଢୋଲକିଆ….. Report Card Bureau November 20, 2025 ରିପୋର୍ଟ କାର୍ଡ / ଭୁବନେଶ୍ୱରନୂଆପଡା ଉପନିର୍ବାଚନରେ ବିଜେପି ପାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ଆଜି ବିଧାନସଭାରେ ସେ ଶପଥ ନେଇଛନ୍ତି। ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢୀ। ବାପାଙ୍କ ଜନ୍ମଦିନରେ ଶପଥ ନେଇଛନ୍ତି ଜୟ ଢୋଲକିଆ।Post navigationPrevious ବିଧାୟକଙ୍କ ପରଲୋକ…..Next ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories Uncategorized ବିଜେପି ତାଲିକାରେ ଆପ୍ର ୭ ସାଂସଦ….. April 27, 2026 Report Card Bureau Uncategorized ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି….. April 22, 2026 Report Card Bureau Uncategorized ରାଜ୍ୟ ସରକାରଙ୍କୁ ଜୋରିମାନା….. April 10, 2026 Report Card Bureau
More Stories
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି…..
ରାଜ୍ୟ ସରକାରଙ୍କୁ ଜୋରିମାନା…..