ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ସ୍ବାର୍ଥ ସମ୍ପର୍କିତ ଦାବିଗୁଡିକୁ ନେଇ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ଦେବ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି ଏହା ଖୁସିର କଥା। ପ୍ରଥମ ଥର ପାଇଁ ବିଧାନସଭାକୁ ଉଦବୋଧନ ଦେବେ । ରାଷ୍ଟ୍ରପତିଙ୍କ ଉଦବୋଧନରେ ଓଡ଼ିଶାର ଦୀର୍ଘ ଦିନର ଦାବି ସବୁ ପୂରଣ ହେବା ନେ଼ଇ ଘୋଷଣା ହେବ । ଓଡିଶାରୁ ସ୍ୱତନ୍ତ୍ର ପ୍ୟାକେଜ ସହ ମହାନଦୀ, ପୋଲାଭରମ୍ ପରି ସମସ୍ୟାର ସମାଧାନ ହେବ ବୋଲି ଆଶା କରିଛନ୍ତି କାଡ଼ାମ।






More Stories
ବାଚସ୍ପତି ହୋଇ ପାରନ୍ତି ପ୍ରେମ କୁମାର…..
ବାଚସ୍ପତି ହୋଇ ପାରନ୍ତି ପ୍ରେମ କୁମାର…..
କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର…..