ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ସ୍ବାର୍ଥ ସମ୍ପର୍କିତ ଦାବିଗୁଡିକୁ ନେଇ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ଦେବ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି ଏହା ଖୁସିର କଥା। ପ୍ରଥମ ଥର ପାଇଁ ବିଧାନସଭାକୁ ଉଦବୋଧନ ଦେବେ । ରାଷ୍ଟ୍ରପତିଙ୍କ ଉଦବୋଧନରେ ଓଡ଼ିଶାର ଦୀର୍ଘ ଦିନର ଦାବି ସବୁ ପୂରଣ ହେବା ନେ଼ଇ ଘୋଷଣା ହେବ । ଓଡିଶାରୁ ସ୍ୱତନ୍ତ୍ର ପ୍ୟାକେଜ ସହ ମହାନଦୀ, ପୋଲାଭରମ୍ ପରି ସମସ୍ୟାର ସମାଧାନ ହେବ ବୋଲି ଆଶା କରିଛନ୍ତି କାଡ଼ାମ।






More Stories
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..
୧୮ରୁ ଖୋଲିବ ସ୍କୁଲ୍….
ହୀରାକୁଦରେ ହେବ ବିଶ୍ବସ୍ତରୀୟ ଖଣି ସଂଗ୍ରହାଳୟ…..