ଆମ ସହର ଭୁବନେଶ୍ଵରରେ ବୋମାମାଡ଼…. Report Card Bureau November 28, 2025 1 min read ରିପୋର୍ଟ କାର୍ଡ / ଭୁବନେଶ୍ଵରଭୁବନେଶ୍ଵର ଗାଡକଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ଗେଟ୍ ସମ୍ମୁଖରେ ଫୁଟିଲା ବୋମା । ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର । ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି । ଆଖପାଖର ସିସିଟିଭି ଚିତ୍ରକୁ ନେଇ ଖୋଳତାଡ କରୁଛି ।Post navigationPrevious ଭୂକମ୍ପରେ ଥରିଲା ଆମେରିକା…..Next କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଖୋଲିବ ନାହିଁ !…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଅପରାଧ ଆମ ସହର ରାଜ୍ୟ ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର…… August 18, 2026 Report Card Bureau ଅପରାଧ ଆମ ସହର ରାଜ୍ୟ ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ….. August 17, 2026 Report Card Bureau ଆମ ସହର ରାଜ୍ୟ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!….. August 17, 2026 Report Card Bureau
More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..